ଇନ୍ଦ୍ରାବତି ଡ୍ୟାମ ର 3 ନୁମ୍ବର ଗେଟ ଖୋଲା

 


ଇନ୍ଦ୍ରାବତୀ ଡ୍ୟାମ୍ ର 3 ନମ୍ବର ଗେଟ୍ ଖୋଲା, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା ବ୍ଲକରେ ବନ୍ୟା*


ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର 3 ନମ୍ବର ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛି ପ୍ରଶାସନ।



ଗେଟ୍ ଖୋଲିବା ପରେ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା ବ୍ଲକର କୋର୍ଲିମାଲ ସମେତ ଇନ୍ଦ୍ରାବତୀ ଆଖପାଖ ସମସ୍ତ ଗାଁ ରେ ପାଣି ପଶି ସାରିଛି। ଘରେ ଘରେ ଆଣ୍ଠୁଏ ପାଣି, ଲୋକେ ଛାତ ଉପରେ ରହିଛନ୍ତି।


ଇନ୍ଦ୍ରାବତୀ ଆଖପାଖ ଗାଁ ମାନଙ୍କୁ ସତର୍କ ରୁହନ୍ତୁ। ନଦୀ କୂଳକୁ ଯାଆନ୍ତୁ ନାହିଁ।


ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ODRAF ଟିମ୍ ଓ ବ୍ଲକ ପ୍ରଶାସନ ଗାଁ ଗାଁ ବୁଲି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।

Comments

Popular posts from this blog

କୋଷାଗୁମୁଡା ବ୍ଲକ ଭାଟାଗୁଡା ଗ୍ରାମରେ ଗା ଭିତରେ ଆଣ୍ଟଏ ପାଣି

ଇନ୍ଦ୍ରାବତୀ ଡ୍ୟାମ୍ ର 3 ନମ୍ବର ଗେଟ୍ ଖୋଲା, ନବରଙ୍ଗପୁରରେ ବନ୍ୟା ଆଶଙ୍କା