ଆମେ କଂଗ୍ରେସ ଦଳ ଜନତାଙ୍କ ପାଇଁ ଜୀବନ ଦେବୁ ଆମେ ପୂର୍ବରୁ ମଧ୍ୟ୍ୟ ଜନତାଙ୍କ ସେବାରେ ଏବେ ମଧ୍ୟ୍ୟ ଜନତାଙ୍କ ସେବାରେ
ବଡ଼ ଖବର: କୋଷାଗୁମୁଡା ବ୍ଲକରେ କଂଗ୍ରେସର ସେବା ସଂକଳ୍ପ ଅଭିଯାନ
ନବରଙ୍ଗପୁର, କୋଷାଗୁମୁଡା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବିଭିନ୍ନ ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଜୋରଦାର ଭାବେ ଚାଲିଛି।
ଏହି ଅଭିଯାନରେ ଭୁଜବଳ ମାଝୀ, ଡକ୍ଟର ଲିପିକା ମାଝୀ, ପଦମନ ବିଶୋଇ, ଯୁଘାଧର ହରିଜନ, ପର୍ଶୁ ପୂଜାରୀ, ସଞ୍ଜୀବ ବିଶୋଇ, ସୂର୍ଯ୍ୟ ରଣ୍ଡାରୀ ଏବଂ କଂଗ୍ରେସ ଦଳର ଅନେକ କାର୍ଯ୍ୟକର୍ତା ମାନେ ମିଶି ଗ୍ରାମ ଗ୍ରାମ ବୁଲି ଲୋକଙ୍କ ସୁଖ-ଦୁଃଖରେ ସାମିଲ ହେଉଛନ୍ତି।
ଲୋକଙ୍କ ସହ ବାର୍ତାଳାପ କରିବା ସହ ଅସହାୟ ବିଧବା, ବୃଦ୍ଧା ଓ ଅନାଥ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଏହି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ କଂଗ୍ରେସ ଦଳକୁ ବହୁ ପ୍ରଶଂସା ମିଳୁଛି।
ଏହିଭଳି ଜନସେବା କାର୍ଯ୍ୟ ଯୋଗୁଁ ଆଜି କୋଷାଗୁମୁଡା ବ୍ଲକରେ କଂଗ୍ରେସ ଦଳ ନମ୍ବର ୱାନ୍ ଭାବରେ କାମ କରୁଥିବା ଦେଖିବାକୁ ମିଳିଛି।
---

Comments
Post a Comment