କୋଷାଗୁମୁଡା SIS କଲୋନୀ ବିବାଦ - ମୁହଁ ଖୋଲିଲେ ନବରଙ୍ଗପୁର CDO ଓ VDO | Odisha Khabar News 24


 ମାଡ଼ି ଆସୁଛି ବାତ୍ୟା ! ବଙ୍ଗୋପସାଗର ଅଶାନ୍ତ, ଓଡ଼ିଶା ଉପକୂଳରେ ହାଇ ଆଲର୍ଟ


ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେଉଛି। ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ସମୁଦ୍ର ମଧ୍ୟରେ ପବନର ବେଗ ବଢିଛି।


ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ସମସ୍ତ ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲୋକମାନେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।


ଅଧିକ ଅପଡେଟ୍ ପାଇଁ ଓଡ଼ିଶା ଖବର ନ୍ୟୁଜ୍ ୨୪ ସହ ଜଡ଼ି ହୋଇ ରୁହନ୍ତୁ।

Comments

Popular posts from this blog

କୋଷାଗୁମୁଡା ବ୍ଲକ ଭାଟାଗୁଡା ଗ୍ରାମରେ ଗା ଭିତରେ ଆଣ୍ଟଏ ପାଣି

ଇନ୍ଦ୍ରାବତୀ ଡ୍ୟାମ୍ ର 3 ନମ୍ବର ଗେଟ୍ ଖୋଲା, ନବରଙ୍ଗପୁରରେ ବନ୍ୟା ଆଶଙ୍କା

ଇନ୍ଦ୍ରାବତି ଡ୍ୟାମ ର 3 ନୁମ୍ବର ଗେଟ ଖୋଲା