ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ ଆରମ୍ବ
। ଆପଣଙ୍କୁ ସ୍ୱାଗତ କରୁଛି ଆମ ଚ୍ୟାନେଲକୁ। ଆଜିର ବଡ ଖବର ଆସୁଛି ନବରଙ୍ଗପୁର ଜିଲ୍ଲା, କୋଷାଗୁମୁଡା ବ୍ଲକ, କୋଡ଼ିଙ୍ଗା ଥାନାରୁ।
ଆଜି କୋଡ଼ିଙ୍ଗା ଥାନା ପରିସରରେ ଡଙ୍ଗରା ମଣ୍ଡଳ ତରଫରୁ ଏକ ବିଶାଳ ସ୍ୱଚ୍ଛ ଭାରତ ଅଭିଯାନ ପାଳନ କରାଯାଇଛି। ଏହି ଅଭିଯାନରେ ଡଙ୍ଗରା ମଣ୍ଡଳର ବହୁ ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ -
୧. ଡଙ୍ଗରା ମଣ୍ଡଳ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ଶୋଭାପତି K କୃଷ୍ଣା
୨. MP ପ୍ରତିନିଧି ଶ୍ରୀଯୁକ୍ତ ସୋମନାଥ ପୂଜାରୀ
୩. ଯୁବ ଆଇନଜୀବୀ ଶ୍ରୀଯୁକ୍ତ ହିରଣ ଗୌଡ଼, ବିରିଗୁଡା
୪. ଜେନେରାଲ ସେକ୍ରେଟାରୀ ଶ୍ରୀ ପନକୁ ଭତ୍ରା
୫. ଟ୍ରେଜେରର ଶ୍ରୀ ପ୍ରହଲ୍ଲାଦ ଭୁକ୍ତା
୬. ଡେଙ୍ଗାଗୁଡା ପଞ୍ଚାୟତ ପ୍ରମୁଖ ଶ୍ରୀ ନିଧି ବିଶୋଇ
୭. ଖୁଟୁବାଇ ପଞ୍ଚାୟତ ପ୍ରମୁଖ ଶ୍ରୀ ରାମ ହରିଜନ
୮. ଡାଙ୍ଗରା ପଞ୍ଚାୟତ ପ୍ରମୁଖ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାଝୀ
୯. BJYM ପ୍ରେସିଡେଣ୍ଟ ଶ୍ରୀ ଦିବାକର ଯାନୀ
୧୦. ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ବୋଲିରାମ ମାଝୀ କୋଡ଼ିଙ୍ଗା ଥାନା ଅଧିକାରୀ ଏବଂ କୋଡ଼ିଙ୍ଗା ରେଞ୍ଜେର ନନ୍ଦ sir
ସମସ୍ତେ ମିଶି ଥାନା ପରିସରକୁ ସଫା କରିଛନ୍ତି। ଝାଡୁ ମାରିବା, ଅଳିଆ ଉଠେଇବା, ନାଳ ସଫା କରିବା ଭଳି କାମ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ - ସ୍ୱଚ୍ଛତା ହିଁ ସେବା। ଯଦି ଆମେ ଆମ ଥାନା, ଆମ ବ୍ଲକକୁ ସଫା ରଖିବା, ତେବେ ହିଁ ସ୍ୱଚ୍ଛ ଭାରତ ସ୍ୱପ୍ନ ପୁରା ହେବ।
ମଣ୍ଡଳ ପ୍ରେସିଡେଣ୍ଟ ଶୋଭାପତି K ଖ୍ରୀଷ୍ଣା କହିଛନ୍ତି ଯେ, ଏହି ଅଭିଯାନ ପ୍ରତି ମାସରେ କରାଯିବ ଏବଂ ପ୍ରତି ପଞ୍ଚାୟତରେ ଲୋକଙ୍କୁ ସଚେତନ କରାଯିବ।

Comments
Post a Comment