ନବରଙ୍ଗପୁରକୁ ମିଳିଲା ନୂଆ ଜିଲ୍ଲା ପାଳ


 ନବରଙ୍ଗପୁରକୁ ମିଳିଲା ନୂଆ ଜିଲ୍ଲାପାଳ - ମିସ୍ ମଧୁମିତା ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ


ନବରଙ୍ଗପୁର, ୦୮ ଅକ୍ଟୋବର ୨୦୨୬ - ଓଡ଼ିଶା ସରକାରଙ୍କ ବଡ ପ୍ରଶାସନିକ ଅଦଳବଦଳରେ ନବରଙ୍ଗପୁର ଜିଲ୍ଲାକୁ ନୂଆ ଜିଲ୍ଲାପାଳ ମିଳିଛନ୍ତି।


ସରକାରଙ୍କ ୦୭.୧୦.୨୦୨୬ ର ବିଜ୍ଞପ୍ତି ଅନୁସାରେ, ମିସ୍ ମଧୁମିତା, IAS (RR-2020) ଙ୍କୁ ନବରଙ୍ଗପୁରର ନୂଆ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରାଯାଇଛି।


ପୂର୍ବତନ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ (IAS) ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।


ଦାୟିତ୍ୱ ଗ୍ରହଣ ପରେ ମିସ୍ ମଧୁମିତା କହିଛନ୍ତି, ମୋର ପ୍ରଥମ ପ୍ରାଥମିକତା ହେଉଛି ସ୍ୱଚ୍ଛ ପ୍ରଶାସନ, ସରକାରୀ ଯୋଜନାର ସଠିକ୍ ବାସ୍ତବାୟନ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା।

Comments

Popular posts from this blog

କୋଷାଗୁମୁଡା ବ୍ଲକ ଭାଟାଗୁଡା ଗ୍ରାମରେ ଗା ଭିତରେ ଆଣ୍ଟଏ ପାଣି

ଇନ୍ଦ୍ରାବତୀ ଡ୍ୟାମ୍ ର 3 ନମ୍ବର ଗେଟ୍ ଖୋଲା, ନବରଙ୍ଗପୁରରେ ବନ୍ୟା ଆଶଙ୍କା

ଇନ୍ଦ୍ରାବତି ଡ୍ୟାମ ର 3 ନୁମ୍ବର ଗେଟ ଖୋଲା